ହେଲମେଟ୍ ପିନ୍ଧି ନ ଥିବାରୁ କାର ଚାଳକଙ୍କ ଚାଲାଣ କାଟିଲା ଟ୍ରାଫିକ୍‌ ପୁଲିସ

ହେଲମେଟ୍ ପିନ୍ଧି ନ ଥିବାରୁ କାର ଚାଳକଙ୍କ ଚାଲାଣ କାଟିଲା ଟ୍ରାଫିକ୍‌ ପୁଲିସ !

#ହେଲମେଟ୍_ପିନ୍ଧି_ନ+ଥିବାରୁ_କାର+ଚାଳକଙ୍କ_ଚାଲାଣ_କଟିଲା   ସମ୍ବଲପୁର: ସମ୍ବଲପୁର ମୁଦିପଡ଼ା ରାଧାନାଥ କଲ୍ୟାଣ ମଣ୍ଡପଠାରେ ଗତ ବୁଧବାର ସନ୍ଧ୍ୟାରେ ଟ୍ରାଫିକ୍‌ ତନଖି ବେଳେ ପୁଲିସ ଜଣେ କାର ଚାଳକଙ୍କ ଚାଲାଣ କାଟିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ କାର ଚାଲାଣଙ୍କୁ ଟ୍ରାଫିକ୍‌ ପୁଲିସ ଯେଉଁ ଚାଲାଣ ରସିଦ୍‌ ଦେଇଥିଲେ ସେଥିରେ ହେଲମେଟ ପିନ୍ଧି ନ ଥିବାରୁ ୧ହଜାର ଟଙ୍କା ଜରିମାନା ବୋଲି ଉଲ୍ଲେଖ ରହିଥିଲା। କାର ଚାଳକ ଚନ୍ଦ୍ରକୁମାର ବେହେରାଙ୍କ କହିବାନୁସାରେ, ଗତକାଲି ସନ୍ଧ୍ୟାରେ କୌଣସି କାମରେ ସେ ସ୍ଥାନୀୟ ରାଧାନାଥ […]

Continue Reading