ରେଡ଼କ୍ରସ ଦିବସ ଅବସରରେ ହେନେରୀ ଡୁନାଣ୍ଟଙ୍କୁ ଶଦ୍ଧାଞ୍ଜଳି ଅର୍ପଣ

ରେଡ଼କ୍ରସ ଦିବସ ଅବସରରେ ହେନେରୀ ଡୁନାଣ୍ଟଙ୍କୁ ଶଦ୍ଧାଞ୍ଜଳି ଅର୍ପଣ

#ହେନେରୀ_ଡୁନାଣ୍ଟଙ୍କୁ_ଶଦ୍ଧାଞ୍ଜଳି-ଅର୍ପଣ        ଯାଜପୁର  : ସମ୍ପ୍ରତି କରୋନାର ଭୟାବହତା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମକୁ ସରକାର ବାତିଲ କରିଛନ୍ତି । ଏହି ସମୟ ମଧ୍ୟରେ କୌଣସି ଉତ୍ସବ, ଦିବସ ପାଳନ ଇତ୍ୟାଦି ପାଳନ ଉପରେ ପ୍ରତିବନ୍ଧକ ରହିଛି । ସେଥିପାଇଁ ଶୁକ୍ରବାର ୦୮, ମଇ ବିଶ୍ୱ ରେଡ଼କ୍ରସ ଦିବସକୁ ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ବିଗତ ବର୍ଷ ଭଳି ପାଳନ କରାଯାଇ ନଥିଲା । ତେବେ ପୂଜ୍ୟପୂଜାର ସ୍ମାରକୀ ସ୍ୱରୂପ ଜିଲ୍ଲାପାଳ ରଂଜନ କୁମାର ଦାସ ଆବାସିକ କାର୍ଯ୍ୟାଳୟଠାରେ ରେଡ଼କ୍ରସର ପ୍ରତିଷ୍ଠାତା […]

Continue Reading