ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ମିଳିଲା ସାହାଯ୍ୟ

ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ମିଳିଲା ସାହାଯ୍ୟ

#ହାତୀ_ଆକ୍ରମଣରେ_ମୃତକଙ୍କ_ପରିବାରକୁ_ମିଳିଲା_ସାହାଯ୍ୟ  ପିପିଲି : (ବିଜୟ କୁମାର ମହାପାତ୍ର) ପିପିଲି ବ୍ଳକର ବିଭିନ୍ନ ଗ୍ରାମରେ  ଦନ୍ତା ହାତୀ ପଶି ୪ଜଣଙ୍କୁ ଆକ୍ରମଣ କରି ମାରିଥିଲା । ଏହି ଖବର ପ୍ରସାରିତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ୍ୟୁକଙ୍କ ପରିବାରଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପା ମୁଳକ ସାହାର୍ଯ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ସୋମବାର ଅପରାହ୍ନରେ ବାଲିପାଟଣା ଜଙ୍ଗଲ ବିଭାଗର ବନପାଳ ଜୟକୃଷ୍ଣ ଯଦୁମଣି ଦାଶ ଓ ବନପାଳ ପ୍ରଭାକର ଦଳାଇ ସମସ୍ତଙ୍କ ପରିବାରଙ୍କୁ ପ୍ରଥମ ପର୍ଯ୍ୟାୟରେ ୪୦ […]

Continue Reading