ସ୍ବଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଗ୍ରୀନ୍‌ ଜୋନ୍‌ରେ ଗଡିବ ବସ୍

#ସ୍ବଳ୍ପ_ସଂଖ୍ୟକ_ଯାତ୍ରୀଙ୍କୁ_ନେଇ_ଗ୍ରୀନ୍‌_ଜୋନ୍‌ରେ_ଗଡିବ_ବସ୍             ଭୁବନେଶ୍ୱର : ରାଜ୍ରର ଗ୍ରୀନ୍‌ ଜୋନ୍‌ ଅଧୀନରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଯାତ୍ରୀବାହୀ ବସ୍‌ ଚଳାଚଳ କରିପାରିବ। ଏଥିନେଇ ସରକାର ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ  ସଂଶୋଧନ କରିଛନ୍ତି। ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ୪ ମେ ଠାରୁ ମେ ୧୭ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି କାଳ […]

Continue Reading