ସୁସ୍ଥ ହେଲେ ୧୨ ଜିଲ୍ଲାର ୬୫ କରୋନା ପଜିଟିଭ୍

ସୁସ୍ଥ ହେଲେ ୧୨ ଜିଲ୍ଲାର ୬୫ କରୋନା ପଜିଟିଭ୍

#ସୁସ୍ଥ_ହେଲେ_୬୫_କରୋନା_ପଜିଟିଭ୍                 ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ଦିନ ୧୨ ଜିଲ୍ଲାରୁ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ୧୪୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି । ଗୁରୁବାର ସୁସ୍ଥ ହୋଇଥିବା ୬୫ଜଣଙ୍କ ମଧ୍ୟରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମରୁ ୧୪ଜଣ, ଭଦ୍ରକରୁ ୮ଜଣ, କେନ୍ଦୁଝରରୁ ୭ଜଣ, […]

Continue Reading