ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

#ସୁସ୍ଥ_ହେଲେ_୧୧୯_କରୋନା_ଆକ୍ରାନ୍ତ          ଭୁବନେଶ୍ୱର  : – ଓଡ଼ିଶାରେ ଚିକିତ୍ସାଧୀନ ଥିବା୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୋମବାର ଦିନ ୧୨ ଟି ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୧୯ ଜଣଙ୍କ ମଧ୍ୟରୁ ୬୦ ଜଣ ଯାଜପୁର, ୧୩ ଜଣ କଟକ, ୧୨ ଜଣ କେନ୍ଦ୍ରାପଡା, ୯ ଜଣ ଗଜପତି, ୬ ଜଣ ନୟାଗଡ଼, ୫ ଜଣ ସୁନ୍ଦରଗଡ଼, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ୩ ଜଣ ଲେଖାଏଁ , ଗଞ୍ଜାମ ଓ ବଲାଙ୍ଗୀରରେ ୨ ଜଣ ଲେଖାଏଁ […]

Continue Reading