ସୁରଟରୁ ୪ ବସ ରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ

ସୁରଟରୁ ୪ ବସ ରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ

#ସୁରଟରୁ_୪_ବସରେ_ପହଞ୍ଚିଲେ_ପ୍ରବାସୀ_ଓଡ଼ିଆ             ଭଞ୍ଜନଗର :  ଗୁଜୁରାଟ ସୁରତ ରୁ ୨୨୭ ଜଣ ଶ୍ରମିକ ମାନକୁ ନେଇ ଆସୁଥିବା ବସ ଆଜି ମଧ୍ୟରାତ୍ରରେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି। ରାତ୍ର ପ୍ରାୟ ୧୧ ଟା ସମୟରେ ୪ ବସ ଗଂଜାମ – କନ୍ଧମାଳ ଜିଲ୍ଲାର ସୀମାନ୍ତ ଦୁର୍ଗାପ୍ରଶାଦ ରେ ପହଁଚିବା ପରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ,ଏସ.ଡ଼ି.ପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ଉପସ୍ଥିତ ରେ ସମସ୍ତ […]

Continue Reading