ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି , ସୁପ୍ରିମକୋର୍ଟଙ୍କ ରଥଯାତ୍ରା ସମ୍ପର୍କିତ ନିର୍ଦ୍ଦେଶ ଅନୁପାଳନ ହେବ -

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି , ସୁପ୍ରିମକୋର୍ଟଙ୍କ ରଥଯାତ୍ରା ସମ୍ପର୍କିତ ନିର୍ଦ୍ଦେଶ ଅନୁପାଳନ ହେବ –

#ସୁପ୍ରିମକୋର୍ଟଙ୍କ_ରଥଯାତ୍ରା_ସମ୍ପର୍କିତ_ନିର୍ଦ୍ଦେଶ_ଅନୁପାଳନ_ହେବ           ଭୁବନେଶ୍ୱର    : ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଗୁରୁବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୁପ୍ରିମକୋର୍ଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହା ଉପରେ ଆଲୋଚନା ହୋଇଥିଲା […]

Continue Reading