ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍

ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍

#ସୁନ୍ଦରପଦା_ଓ_ଯଦୁପୁରରୁ_ଉଠିଲା_କଣ୍ଟେନମେଣ୍ଟ_ଜୋନ୍        ଭୁବନେଶ୍ୱର  : ଭୁବନେଶ୍ୱରର ଦୁଇଟି ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଛି । ଏହି ଦୁଇଟି ଅଞ୍ଚଳ ହେଲା ସୁନ୍ଦରପଦା ଓ ଯଦୁପୁର-ବେଗୁନିଆ । ତେବେ କଣ୍ଟେନମେଣ୍ଟ ଉଠିବାପରେ ୭ ଦିନ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ ଜାରୀ ରହିବ । କୌଣସି କେସ୍ ଆସିଲେ ନମୂନା ସଂଗ୍ରହ କରାଯିବ ବୋଲି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱରର ସୁନ୍ଦରପଦା ଓ ଯଦୁପୁର -ବେଗୁନିଆ […]

Continue Reading