ସିଲ୍ ହେଲା ବାପୁଜୀନଗର

ସିଲ୍ ହେଲା ବାପୁଜୀନଗର

#ସିଲ୍_ହେଲା_ବାପୁଜୀନଗର       ଭୁବନେଶ୍ୱର  :  ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରିଦିଆଯାଇଛି । ବିଏମସି ପକ୍ଷରୁ ମାର୍କେଟ୍ କୁ ସିଲ୍ କରାଯାଇଛି । କେବଳ ଜରୁରୀ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ବୋଲି ବିଏମସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟକୁ ଅର୍ନିଦ୍ଦିଷ୍ଟ କାଳ ଯାଏ […]

Continue Reading