#ସାମ୍ବାଦିକଙ୍କ_ପ୍ରଶ୍ନ_ଶୁଣି_ରାଗିଗଲେ_ବିରାଟ

ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ବିରାଟ

#ସାମ୍ବାଦିକଙ୍କ_ପ୍ରଶ୍ନ_ଶୁଣି_ରାଗିଗଲେ_ବିରାଟ  ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା  ଭାରତୀୟ ଅଧିନାୟକ ବିରାଟ କୋହଲି ଜଣେ ସାମ୍ବାଦିକଙ୍କ ପ୍ରଶ୍ନକୁ ଶୁଣିବା ପରେ ରାଗି ଯାଇଥିବା ଜଣା ପଡ଼ିଛି। ଖ୍ରୀଷ୍ଟଚର୍ଚ ଟେଷ୍ଟ୍‌ର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ  ଅଧିନାୟକ କେନ୍ ୱିଲିୟମସନ ଆଉଟ୍ ହେବା ପରେ ତ‌ାଙ୍କୁ ଆକ୍ଷେପ କିଛି ଅପଶବ୍ଦ ବ୍ୟବହାର କରିବା ସହ ଷ୍ଟାଡ଼ିୟମରେ ବସିଥିବା ଦର୍ଶକଙ୍କୁ ମଧ୍ୟ ଅପଶବ୍ଦ ବ୍ୟବହାର କରି ଖୁସି ମନାଇଥିଲେ ବିରାଟ କୋହଲି। ତାଙ୍କର ଏଭଳି ବ୍ୟବହାରକୁ ନେଇ ପ୍ରଶ୍ନ  ପଚରାଯିବା ପରେ ସେ […]

Continue Reading