ସାମାଜିକ ଦୂରତା ବଜାୟ ରଖି ଇଦ୍ ପାଳିବାକୁ ରାଷ୍ଟ୍ରପତି , ଉପରାଷ୍ଟ୍ରପତିଙ୍କ ଆହ୍ୱାନ

ସାମାଜିକ ଦୂରତା ବଜାୟ ରଖି ଇଦ୍ ପାଳିବାକୁ ରାଷ୍ଟ୍ରପତି , ଉପରାଷ୍ଟ୍ରପତିଙ୍କ ଆହ୍ୱାନ

#ସାମାଜିକ_ଦୂରତା_ବଜାୟ_ରଖି_ଇଦ୍_ପାଳିବାକୁ_ରାଷ୍ଟ୍ରପତି_ଉପରାଷ୍ଟ୍ରପତିଙ୍କ_ଆହ୍ୱାନ            ନୂଆଦିଲ୍ଲୀ   :  ସମଗ୍ର ଦେଶରେ  ଆଜି ଇଦ୍ ପର୍ବ ପାଳନ କରାଯାଉଛି । କରୋନା ସଙ୍କଟ ସମୟରେ ସାମାଜିକ ଦୂରତା ସମେତ ସମସ୍ତ ସତର୍କତା ଅବଲମ୍ବନ କରି ଇଦ୍ ପର୍ବ ପାଳନ କରିବାକୁ  ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଦେଶବାସୀଙ୍କୁ ଇଦ୍ ଉଲ୍ ଫିତରର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକ ବାର୍ତ୍ତାରେ କହିଛନ୍ତି ଯେ ଏହି ପର୍ବ […]

Continue Reading