ସାମାଜିକ ଦୂରତା ନମାନିଲେ ୫୦୦ ଟଙ୍କା ଜୋରିମାନା

ସାମାଜିକ ଦୂରତା ନମାନିଲେ ୫୦୦ ଟଙ୍କା ଜୋରିମାନା

#ସାମାଜିକ_ଦୂରତା_ନମାନିଲେ_୫୦୦_ଟଙ୍କା_ଜୋରିମାନା            ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବାକୁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । କଟକ-ଭୁବନେଶ୍ୱରରେ ଟ୍ୱିନ୍ ସିଟିରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଂଚଳରେ ଭିଡ଼ ନକରିବା ପାଇଁ ଆଉ ଏକ ନୂତନ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଏଣିକି ସର୍ବ ସାଧାରଣ ସ୍ଥାନରେ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ୱ ନରଖିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି । ମେ […]

Continue Reading