ସାଢେ ପାଞ୍ଚ ଘଣ୍ଟା ବିଳମ୍ବରେ ଭବାନୀପାଟଣାରେ ପହଞ୍ଚିଲା ଶ୍ରମିକ ସ୍ଵତନ୍ତ୍ର ଟ୍ରେନ

ସାଢେ ପାଞ୍ଚ ଘଣ୍ଟା ବିଳମ୍ବରେ ଭବାନୀପାଟଣାରେ ପହଞ୍ଚିଲା ଶ୍ରମିକ ସ୍ଵତନ୍ତ୍ର ଟ୍ରେନ

#ସାଢେ_ପାଞ୍ଚ_ଘଣ୍ଟା_ବିଳମ୍ବରେ_ପହଞ୍ଚିଲା_ଶ୍ରମିକ_ସ୍ଵତନ୍ତ୍ର_ଟ୍ରେନ      ଭବାନୀପାଟଣା: ( ରଜନୀ କାନ୍ତ ମୁନି )  ରାତି ୧୦ଟାରେ ରାଜକୋଟ ଠାରୁ ଆସିଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଭବାନୀପାଟଣା ରେଳ ଷ୍ଟେସନରେ  ସାଢ଼େ ପାଞ୍ଚ ଘଣ୍ଟା ବିଳମ୍ବ ରେ ପହଞ୍ଚିଥିଲା । ଏହି ଟ୍ରେନ ଯୋଗେ ୧୦ ଟି ଜିଲ୍ଲାର ୧୬୨୪ ଜଣ  ଓ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୧୦୭୭ ଜଣ ପ୍ରବାସୀ ଆସି ପହଞ୍ଚିଥିଲେ । ସେମାନଙ୍କ ନିମନ୍ତେ ଭବାନୀପାଟଣା ରେଳ ଷ୍ଟେସନ ଠାରେ ୨୦ ଟି କାଉଣ୍ଟର ଖୋଲା ଯାଇଥିଲା । […]

Continue Reading