କରୋନା ମୁକାବିଲା-ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ସରପଞ୍ଚ ମାନଙ୍କ ସହିତ ଜିଲ୍ଲାପାଳଙ୍କ ଆଲୋଚନା

କରୋନା ମୁକାବିଲା-ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ସରପଞ୍ଚ ମାନଙ୍କ ସହିତ ଜିଲ୍ଲାପାଳଙ୍କ ଆଲୋଚନା

#ସରପଞ୍ଚ_ମାନଙ୍କ_ସହ_ଜିଲ୍ଲାପାଳଙ୍କ_ଆଲୋଚନା              ଛତ୍ରପୁର  :  ଗଞ୍ଜାମରେ କରୋନା ମୁକାବିଲାର ବାସ୍ତବ ସ୍ଥିତି ଜାଣିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚ ମାନଙ୍କ ସହିତ ସିଧା ଆଲୋଚନା କରିଛନ୍ତି  । ଭିଡିଓ କନଫରେନସିଂ ମାଧ୍ୟମରେ ୨୨ଟି ବ୍ଲକ୍ ର ସରପଞ୍ଚ ମାନଙ୍କୁ କରୋନା ମୁକାବିଲା ପାଇଁ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ଜିଲ୍ଲାପାଳ କହିଛନ୍ତି  । ଗ୍ରାମ ପଞ୍ଚା।ୟତରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦିଆଯିବ  । ଜିଲ୍ଲାର […]

Continue Reading