#ସରପଞ୍ଚମାନେ_ବ୍ୟସ୍ତ_ବିବ୍ରତ_ହୁଅନ୍ତୁ_ନାହିଁ        

ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ,ସଙ୍ଗରୋଧ କେନ୍ଦ୍ରରେ ଶୃଙ୍ଖଳା ରକ୍ଷାରେ ସେମାନଙ୍କର ବଡ଼ ଭୂମିକା ରହିଛି

#ସରପଞ୍ଚମାନେ_ବ୍ୟସ୍ତ_ବିବ୍ରତ_ହୁଅନ୍ତୁ_ନାହିଁ               ଭୁବନେଶ୍ୱର: ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ  । ସଂଗରୋଧ କେନ୍ଦ୍ରରେ ଶୃଙ୍ଖଳା ରକ୍ଷାକରିବାରେ ସେମାନଙ୍କର ବଡ଼ ଭୂମିକା ରହିଛି ବୋଲି କହିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଶନିବାର  ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କାଳରେ ସେ ଏହା କହିଛନ୍ତି । ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ   ସଙ୍ଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ସମ୍ପର୍କରେ […]

Continue Reading