ସଫେଇ କର୍ମଚାରୀଙ୍କୁ ସେଣ୍ଟ ଜନ ଆମ୍ବୁଲାନ୍ସ ପକ୍ଷରୁ ରାସନ ସାମଗ୍ରୀ ଯୋଗାଣ

ସଫେଇ କର୍ମଚାରୀଙ୍କୁ ସେଣ୍ଟ ଜନ ଆମ୍ବୁଲାନ୍ସ ପକ୍ଷରୁ ରାସନ ସାମଗ୍ରୀ ଯୋଗାଣ

#ସଫେଇ_କର୍ମଚାରୀଙ୍କୁ _ରାସନ_ସାମଗ୍ରୀ_ଯୋଗାଣ         ଭୁବନେଶ୍ବର :  ସଂପ୍ରତି ୩ୟ ପର୍ଯ୍ୟାୟ ଲକ ଡାଉନ ସମୟରେ ଭୁବନେଶ୍ୱର ସ୍ଥିତ  ଆଚାର୍ଯ୍ୟ ବିହାର ରେ  କାର୍ଯ୍ୟ  ରତ ବିଏମସିର  ସଫେଇ କର୍ମଚାରୀ  ମାନଙ୍କୁ  ସେଣ୍ଟ ଜନ ଆମ୍ବୁଲାନ୍ସ  ତରଫରୁ ଚାଉଳ, ଡାଲି, ଆଳୁ, ପିଆଜ, ସାନିଟାଇଜର ଓ  ମାସ୍କ  ପ୍ରଦାନ କରାଯାଇଛି।ସେଠାରେ  ଉପସ୍ଥିତ ସେଣ୍ଟ ଜନ ଆମ୍ବୁଲାନ୍ସ ର କିଛି ଆଜୀବନ  ସଭ୍ୟ ଓ  ସାଧାରଣ  ଜନତା ଙ୍କ  ଗହଣରେ ସେଠାରେ ଥିବା କ୍ଲବ ପ୍ରାଙ୍ଗଣରେ  ଏହି ରାସନ ସାମଗ୍ରୀ […]

Continue Reading