ସଟଡାଉନ ପ୍ରଭାବରେ ଜନ ଶୂନ୍ୟ ହେଲା କେନ୍ଦ୍ରାପଡା ସହର

ସଟଡାଉନ ପ୍ରଭାବରେ ଜନ ଶୂନ୍ୟ ହେଲା କେନ୍ଦ୍ରାପଡା ସହର

#ସଟଡାଉନ_ପ୍ରଭାବରେ_ଜନ ଶୂନ୍ୟ_ହେଲା_କେନ୍ଦ୍ରାପଡା_ସହର         କେନ୍ଦ୍ରାପଡା    :  ଓଡିଶାରେ କରୋନା ଭୂତାଣୂ ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବାରୁ ଏହାକୁ ନେଇ ରାଜ୍ୟ ସରକାର ନିଷ୍ପତି ନେଇଥିବା ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ସଟ୍ଡାଉନ ଘୋଷଣା କରାଯାଇଛି । ଏହି ୧୧ଟି ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଂଚଳରେ କରୋନଇ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ଏନେଇ ଡାକ ବାଜି […]

Continue Reading