ସଟ୍ ଡାଉନ୍ ବେଳେ ବି ଚାଲିବ ବସ୍

ସଟ୍ ଡାଉନ୍ ବେଳେ ବି ଚାଲିବ ବସ୍

#ସଟଡାଉନ୍_ବେଳେବି_ଚାଲିବ_ବସ୍     ଭୁବନେଶ୍ୱର   : ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ସଟ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ସଟ୍ ଡାଉନ୍ ସମୟରେ ସମ୍ପୃକ୍ତ ଜିଲ୍ଲାରେ ବସ୍ ଯାତାୟତ କରି ପାରିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ପକ୍ଷରୁ କୁହାଯାଇଛି । ବସ୍ ରେ କେବଳ ସେହି ଯାତ୍ରୀ ଯାତାୟାତ କରି ପାରିବେ ଯେଉଁମାନଙ୍କ ପାଖରେ ରେଳ ଓ ବିମାନରେ ଯିବାର ବା ଫେରିଥିବାର ଟିକେଟ ରହିଥିବ । ଯାତ୍ରୀମାନଙ୍କର ଯାତାୟତର ସୁବିଧା […]

Continue Reading