ସାଂସଦ ସଙ୍ଗୀତା ସିଂହଦେଓଙ୍କୁ କଂଗ୍ରେସ ମହିଳା ସାଂସଦଙ୍କ ଆକ୍ରମଣ

ସାଂସଦ ସଙ୍ଗୀତା ସିଂହଦେଓଙ୍କୁ କଂଗ୍ରେସ ମହିଳା ସାଂସଦଙ୍କ ଆକ୍ରମଣ

#ସଙ୍ଗୀତା_ସିଂହଦେଓଙ୍କୁ_କଂଗ୍ରେସ_ସାଂସଦଙ୍କ-ଆକ୍ରମଣ   ନୂଆଦିଲ୍ଲୀ: ସଂସଦରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା ହରିଦାସ ଓ ଜ୍ୟୋତି ମଣି ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ସଙ୍ଗୀତା । ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରମ୍ୟା ଓ ଜ୍ୟୋତି ଆସିବା ସହ ପ୍ରଥମେ ଟଣାଓଟରା […]

Continue Reading