ପୋଲସରା ଢୁଙ୍କାପଡା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତି ମୃତ

ପୋଲସରା ଢୁଙ୍କାପଡା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତି ମୃତ

#ସଙ୍ଗରୋଧ_କେନ୍ଦ୍ରରେ_ଜଣେ_ବ୍ୟକ୍ତି-ମୃତ      ପୋଲସର  : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡା ଗୁପ୍ତେଶ୍ଵର ନୋଡାଲ  ବିଦ୍ୟାପୀଠରେ  ସଙ୍ଗରୋଧ ଗୃହ ଚାଲିଥିବା ବେଳେ ଆଜି ଜଣେ ବ୍ୟକ୍ତି ହଠାତ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ଗତ ତିନିଦିନ ତଳେ ସୁରତରୁ ଫେରି ସଙ୍ଗରୋଧ ଗୃହରେ ତାଙ୍କୁ ରଖାଯାଇଥିଲା ।ସୁରତ ଫେରିବା ପରେ ତାର ସ୍ଵାସ୍ଥ୍ୟ ଖରାପ ଥିବାବେଳେ ଆଜି ତାର ସ୍ଵାସ୍ଥ୍ୟ ଯାଞ୍ଚ କରିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା ।ମଧ୍ୟାହ୍ନ ଭୋଜନ ହାତରେ ଧରିଥିବା ବେଳେ ହଠାତ […]

Continue Reading