ସଂଗରୋଧ ଶିବିର ରେ ଭୂତ ଆତଙ୍କ ଅଭିଯୋଗ ପରେ ଖାଲି ହେଲା

ସଂଗରୋଧ ଶିବିର ରେ ଭୂତ ଆତଙ୍କ ଅଭିଯୋଗ ପରେ ଖାଲି ହେଲା

#ସଂଗରୋଧ_ଶିବିରରେ_ଭୂତ_ଆତଙ୍କ           କେନ୍ଦ୍ରାପଡା : କେନ୍ଦ୍ରାପଡାକୁ ଗତ ସପ୍ତାହ ତଳେ କେରଳରୁ ଫେରିଥିବା ୧୪୭ ଜଣ ପ୍ରବାସୀ ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ଅସ୍ଥାୟୀ ସଂଗରୋଧ ଶିବିରରେ ରହିଥିଲେ । ୧୪୭ ଜଣ ଯୁବତୀ ଏହି କେନ୍ଦ୍ରରେ ୪/୫ ଦିନ ରହିବା ପରେ ସଂଗରୋଧ ଶିବିର ରେ ଭୂତ ଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟତିବ୍ୟସ୍ତ ହୋଇ ଦାୟିତ୍ୱରେ ଥିବା ଡାକ୍ତରଙ୍କ ମାଧ୍ୟମରେ ସେଠାରେ ରହୁଥିବା ଯୁବତୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ […]

Continue Reading