ସଂକ୍ରମଣ ଆଶଙ୍କାରେ ଡାକ୍ତରଖାନାରେ ଆଜିଠାରୁ କଟକଣା

ସଂକ୍ରମଣ ଆଶଙ୍କାରେ ଡାକ୍ତରଖାନାରେ ଆଜିଠାରୁ କଟକଣା

#ସଂକ୍ରମଣ_ଆଶଙ୍କାରେ_ଡାକ୍ତରଖାନାରେ_ଆଜିଠାରୁ_କଟକଣା           କେନ୍ଦ୍ରାପଡା  : କରୋନା ଭୂତାଣୁ ସଂକ୍ରମଣ ର ଅଶଙ୍କା ଥିବାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଟକଣା ଲାଗୁ କରାଯାଇଛିା ଚିକିତ୍ସାଳୟକୁ ଦୈନିକ ଶହ ଶହ ସଂଖ୍ୟକ ରୋଗୀ ଆସୁଥିବା ବେଳେ ଏମାନଙ୍କ ମଧ୍ୟରେ କରୋନା ଭୂତାଣୁ ବାହକ ଥିବା ଆଶଙ୍କା ରହିଛି । ଏହା ସହ ଅସନ୍ତା ୩ ତାରିଖ ପରେ ଜିଲ୍ଲା ମଧ୍ୟକୁ ପ୍ରବାସୀ କେନ୍ଦ୍ରାପଡା ବାସୀନ୍ଦା ମାନେ ଫେରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସତର୍କତା […]

Continue Reading