ସୂର୍ଯ୍ୟନଗର, ସୁନ୍ଦରପଦା, ଯଦୁପୁର, ବମିଖାଲ ଓ ସତ୍ୟନଗର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

ସୂର୍ଯ୍ୟନଗର, ସୁନ୍ଦରପଦା, ଯଦୁପୁର, ବମିଖାଲ ଓ ସତ୍ୟନଗର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

#ସଂକ୍ରମଣ _ରୋକିବାକୁ_କଣ୍ଟେନମେଣ୍ଟ_ଜୋନ          ଭୁବନେଶ୍ୱର : ରାଜ୍ୟର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳ କିମ୍ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଅଥବା କରୋନା ସଂଦିଗ୍ଧ  ଥିବା ଅଞ୍ଚଳକୁ  ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛନ୍ତି । ଏହି କ୍ରମରେ ସରକାର ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି କଣ୍ଟେନମେଣ୍ଟ ଜୋନ ପ୍ରଥମେ ଘୋଷଣା କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସୂର୍ଯ୍ୟନଗର, ସୁନ୍ଦରପଦାଠାରୁ ଯଦୁପୁର, ବମିଖାଲ ଓ ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । […]

Continue Reading