ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ପାଇଁ ୪୩ ଜଣ ୫୧ ପ୍ଲଟ ଦେଲେ

ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ପାଇଁ ୪୩ ଜଣ ୫୧ ପ୍ଲଟ ଦେଲେ

#ଶ୍ରୀଲିଙ୍ଗରାଜଙ୍କ_ମନ୍ଦିର_ଓ_ପାରିପାର୍ଶ୍ୱିକ_ବିକାଶ_ପାଇଁ_୪୩_ଜଣ_ଜମି_ଦେଲେ   ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ଯୋଜନା ‘ଏକାମ୍ର’ (ଏକାମ୍ର କ୍ଷେତ୍ର ଆମେନିଟିସ୍‌ ଆଣ୍ଡ୍‌ ମନୁମେଣ୍ଟ୍‌ସ ରିଭାଇଭାଲ ଆକ୍ସନ) ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବୁଧବାର ଜମି ଅଧିଗ୍ରହଣ ପାଇଁ ଚୁକ୍ତିନାମାର ପ୍ରୋତ୍ସାହନମୂଳକ ଅବଧି ଶେଷ ହୋଇଛି। ଇତିମଧ୍ୟରେ ୪୩ଜଣ ବ୍ୟକ୍ତି ମୋଟ ୫୧ ପ୍ଲଟ୍‌ ପ୍ରଦାନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟ ମଧ୍ୟରେ […]

Continue Reading