ଶ୍ରୀମନ୍ଦିର ପରିସରରେ ସଂପନ୍ନ ହେବ ଶ୍ରୀଜିଉଙ୍କ ଅକ୍ଷୟ ତୃତୀୟା ନୀତିକାନ୍ତି

ଶ୍ରୀମନ୍ଦିର ପରିସରରେ ସଂପନ୍ନ ହେବ ଶ୍ରୀଜିଉଙ୍କ ଅକ୍ଷୟ ତୃତୀୟା ନୀତିକାନ୍ତି

#ଶ୍ରୀମନ୍ଦିର_ପରିସରରେ_ସଂପନ୍ନ_ହେବ_ଶ୍ରୀଜିଉଙ୍କ_ଅକ୍ଷୟ_ତୃତୀୟା_ନୀତିକାନ୍ତି          ପୁରୀ: ଶ୍ରୀମନ୍ଦିରର ସମସ୍ତ ବିଧିପାଳନ କରାଯିବ କିନ୍ତୁ ତାହା ମନ୍ଦିର ଭିତରେ ସଂପନ୍ନ ହେବ। .କୋଭିଡ୍ ୧୯ ମହାମାରୀ ମୁକାବିଲା ଲାଗି  ସରକାରଙ୍କ ପକ୍ଷରୁ ଜାରି ନିୟମକୁ ପାଳନ କରାଯାଇ  ଅକ୍ଷୟ ତୃତୀୟା ନୀତିବିଧି ମନ୍ଦିର ବାହାରେ କରା ନଯାଇ ଶ୍ରୀମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହେବ । ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଅନୁଷ୍ଠାନ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦୀର୍ଘ ଅଢ଼େଇ ଘଣ୍ଟାର ଗୁରୁତ୍ୱପୂର୍ଣ୍ଣ  ଆଲୋଚନା ପରେ ପୁରୀ […]

Continue Reading