ଶିକ୍ଷକ ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ଘରେ ପୁସ୍ତକ ବଣ୍ଟନ

ଶିକ୍ଷକ ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ଘରେ ପୁସ୍ତକ ବଣ୍ଟନ

#ଶିକ୍ଷକ_ମାନଙ୍କ_ଦ୍ୱାରା_ଛାତ୍ରଛାତ୍ରୀଙ୍କ_ଘରେ_ପୁସ୍ତକ_ବଣ୍ଟନ      ପିପିଲି  : ( ବିଜୟ କୁମାର ମହାପାତ୍ର  )ରାଜ୍ୟରେ କାରୋନା ପାଇଁ ଲକ ଡାଉନ ଜାରୀ ରହିଥିବା ସହ ସ୍କୁଲ ଗୁଡିକ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନମାସ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ସାମାଜିକ ଦୁରତା ବଜାୟ ରଖି ସରକାରଙ୍କ ନିଦ୍ଦେର୍ଶରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଘରେ ରହି ପାଠ ପଢି ପାରିବେ ସେନେଇ ସ୍କୁଲର ଶିକ୍ଷକ ମାନେ ଦୁଆର ଦୁଆର ବୁଲି ପୁସ୍ତକ ବଣ୍ଟନ  କରିଛନ୍ତି । ପୋଡଙ୍ଗ ସ୍କୁଲର ଶିକ୍ଷକ […]

Continue Reading