ଲୋକେ ମାନୁନାହାନ୍ତି ସାମାଜିକ ଦୁରତା କି ପିନ୍ଧୁ ନାହାନ୍ତି ମାସ୍କ

ଲୋକେ ମାନୁନାହାନ୍ତି ସାମାଜିକ ଦୁରତା କି ପିନ୍ଧୁ ନାହାନ୍ତି ମାସ୍କ

#ଲୋକେ_ମାନୁନାହାନ୍ତି_ସାମାଜିକ_ଦୂରତା_କି_ପିନ୍ଧୁ_ନାହାନ୍ତି_ମାସ୍କ          ପିପିଲି  :  ( ବିଜୟ କୁମାର ମହାପାତ୍ର ) ପିପିଲି ହାଟଛକ ହେଉକି ନିମାପଡା ଛକ  ଦେଖିବାକୁ ମିଳିଥିଲା ବଜାରରେ ସମ୍ପର୍ଣ୍ଣ ଲୋକଙ୍କ ଜନ ଗହଳି । କରୋନା ପାଇଁ ସରକାରଙ୍କ ପକ୍ଷରୁ ରଖାଯାଇଥିବା ନିୟମକୁ ଖୋଲାଖୋଲି ଭାବେ ଲୋକମାନେ ଚ୍ୟାଲେଞ୍ଜ କରିଥିବା ଜଣାପଡିଛି ।  ବଜାରରେ ଖୁଲମଖୁଲା ଲୋକମାନେ ଭିଡ ଜମାଇବା ସହ ସାମାଜିକ ଦୁରତା ବଜାୟ ନରଖି ପାଖ କୁ ପାଖ ଲାଗି ଏକାଠି ଠିଆ ହୋଇ ହାଟ କରିଥିଲେ । ପିପିଲି […]

Continue Reading