ଲିଡ ବ୍ୟାଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ୧୮୮୧.୪୭ କୋଟି ଋଣ

ଲିଡ ବ୍ୟାଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ୧୮୮୧.୪୭ କୋଟି ଋଣ

#ଲିଡ_ବ୍ୟାଙ୍କ_ପକ୍ଷରୁ_ପ୍ରଦାନ_କରାଯିବ_୧୮୮୧.୪୭_କୋଟି_ଋଣ        କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାର ୨୦୨୦-୨୧ ମସିହା ପାଇଁ ବାର୍ଷିକ ଋଣ ଯୋଜନା ୧୮୮୧.୪୭ କୋଟି ଟଙ୍କା ଅଟକଳ କରା ଯାଇଥିବା ଜଣା ପଡିଛି । ଲିଡ ବ୍ୟାଙ୍କ ପକ୍ଷରୁ ଏହି ଋଣ ଯୋଜନା ସଂପର୍କିତ ପୁସ୍ତିକା ଉନ୍ମୋଚନ ଅବସର ରେ ଜଣା ପଡିଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜାତୀୟ କରଣ ବ୍ୟାଙ୍କ ମାନଙ୍କର ଋଣ ପ୍ରଦାନ ଲକ୍ଷ୍ୟକୁ ଆକଳନ କରାଯାଇ ଏହି ଋଣ ଯୋଜନା କାର୍ଯ୍ୟକାରୀ କରାଯିବ । ଜିଲ୍ଲାର ସମସ୍ତ […]

Continue Reading