କେନ୍ଦ୍ରାପଡା ପୈାରାଞ୍ଚଳରେ ଲାଗିବ ୧୦ଟି ହ୍ୟୁମାନ ସାନିଟାଇଜେସନ ସିଷ୍ଟମ

କେନ୍ଦ୍ରାପଡା ପୈାରାଞ୍ଚଳରେ ଲାଗିବ ୧୦ଟି ହ୍ୟୁମାନ ସାନିଟାଇଜେସନ ସିଷ୍ଟମ

#ଲାଗିବ_୧୦ଟି_ହ୍ୟୁମାନ_ସାନିଟାଇଜେସନ_ସିଷ୍ଟମ      କେନ୍ଦ୍ରାପଡା   :  ଜନ ସାଧାରଣଙ୍କ ବିଶୁଦ୍ଧିକରଣ ପାଇଁ ହ୍ୟୁମାନ ସାନିଟାଇଜେସନ ବ୍ୟବସ୍ଥା କେନ୍ଦ୍ରାପଡା ପୈାରାଞ୍ଚଳରେ ଲାଗୁ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୧୦ ଟି ସାନିଟାଇଜେସନ ସିଷ୍ଟମ ସ୍ଥାପନ କରାଯାଇ ଯାତାୟାତ କରୁଥିବା ବ୍ୟକ୍ତି ମାନଙ୍କ ସଂପୂର୍ଣ୍ଣ ଶରୀର କୁ ସାନିଟାଇଜ କରାଯିବ । ଏହା ସହ ଡାକ୍ତରଖାନାର ମୁଖ୍ୟ ପ୍ରବେଶ ପଥ, ହାଟର ପ୍ରବେଶ ପଥ ଓ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ମାନଙ୍କରେ ଏହାକୁ ସ୍ଥାପନ କରାଯାଇ ତାହା ମଧ୍ୟ ଦେଇ ଜନ […]

Continue Reading