ଲଗାଣ ବର୍ଷାରେ କୋର୍ଟ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି

ଲଗାଣ ବର୍ଷାରେ କୋର୍ଟ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି

#ଲଗାଣ_ବର୍ଷାରେ_କୋର୍ଟ_ରାସ୍ତାରେ_ଲହଡି_ଭାଙ୍ଗୁଛି_ପାଣି    କେନ୍ଦ୍ରାପଡା  : କେନ୍ଦ୍ରାପଡାରେ ଦୀର୍ଘ ଦୁଇଦିନ ହେବ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହି ଚାଲିଛି । ଗଛ ଡାଳପତ୍ର ଭାଙ୍ଗିବା ସହ ଛପର ଘର ଗୁଡିକ ଉଡି ଯିବାର ଦେଖିବାକୁ ମିଳୁଛି । ପୈାରାଂଚଳର ବିଭିନ୍ନ ଅଂଚଳରେ ଜଳ ନିଷ୍କାସନର ସୁବିଧା ନଥିବାରୁ ଅଧରକାଂଶ ମୁଖ୍ୟ ରାସ୍ତା ଉପରେ ପାଣି ଜମି ରହୁଛି । ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ କୋର୍ଟ ସାମ୍ନା ରାସ୍ତା ରେ ଆଣ୍ଠୁଏ ପାଣି ଜମି ରହି ଥିବାର […]

Continue Reading