ଲକ ଡାଉନକୁ ବେଖାତିର କରି ଚାଲିଛି ବେଆଇନ ଇଟାଭାଟି

ଲକ ଡାଉନକୁ ବେଖାତିର କରି ଚାଲିଛି ବେଆଇନ ଇଟାଭାଟି

#ଲକ_ଡାଉନକୁ_ବେଖାତିର_କରିଚାଲିଛି_ବେଆଇନ_ଇଟାଭାଟି          କେନ୍ଦ୍ରାପଡା   :   ଖୋଲା ଇଟାଭାଟି ତିଆରି କରିବାକୁ ରାଜ୍ୟ ସରକାର ନିଷିଦ୍ଧ କରିଥିବା ବେଳେ ପରିବେଶ ବିଭାଗ ପକ୍ଷରୁ ଏହା ଉପରେ କଟକଣା ଜାରି କରାଯାଇଛି । ମାତ୍ର ଜିଲ୍ଲା ପ୍ରଶାସନର ମୁଖ୍ୟାଳୟର ନିକଟରେ ଏଭଳି ବେଆଇ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କରୋନା କଟକଣା , ଲକଉାଡନ ଲାଗୁ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅନ୍ୟତ୍ର ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିଥିବା ସୁଯୋଗ ନେଇ ଇଟା […]

Continue Reading