ଲକ୍ ଡାଉନ୍ ପରିସ୍ଥିତିକୁ ସ୍ୱୀକାର କରନ୍ତୁ

ଲକ୍ ଡାଉନ୍ ପରିସ୍ଥିତିକୁ ସ୍ୱୀକାର କରନ୍ତୁ

#ଲକ୍_ଡାଉନ୍_ପରିସ୍ଥିତିକୁ_ସ୍ୱୀକାର_କରନ୍ତୁ                    ଭୁବନେଶ୍ୱର  : କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଅବଧିକୁ ଦ୍ୱିତୀୟ ପର୍ଯ୍ୟାୟରେ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଲକ୍ ଡାଉନ୍ ସମୟରେ ଅଧିକାଂଶ ଲୋକ ଘରେ ପ୍ରାୟ ସମୟ କଟୁଥିବାରୁ ମାନସିକ ସନ୍ତୁଳନ ବ୍ୟାଘାତ ହେବାର ଆଶଙ୍କା ରହିଛି । ତେବେ କିପରି ଭାବେ ଏହି ସମୟକୁ ଅତିବାହିତ କରିବାକୁ ପଡ଼ିବ ତାହାକୁ ନେଇ ୧୨ଟି ସରଳ ସୂତ୍ର ଦେଇଛନ୍ତି ଇଣ୍ଡିଆନ୍ ସାଇକାଟ୍ରିକ ସୋସାଇଟିର ଓଡ଼ିଶା […]

Continue Reading