#ଲକଡାଉନ_୩_ପୁଣି_ବଢିଲା_୧୪_ଦିନ

ଲକଡାଉନ ୩ : ପୁଣି ବଢିଲା ୧୪ ଦିନ

#ଲକଡାଉନ_୩_ପୁଣି_ବଢିଲା_୧୪_ଦିନ         ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାର ଲକଡାଉନ ସମୟ ସୀମକୁ ଆହୁରି ୨ ସପ୍ତାହ ପାଇଁ ବଢାଇ ଦେଇଛନ୍ତି । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ ଜୋନ, ଅରେଞ୍ଜ ଜୋନ ଓ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଅଲଗା ଅଲଗା ଗାଇଡଲାଇନ ଘୋଷଣା କରାଯାଇଛି । ସବୁଠାରୁ ଅଧିକ କଠୋର କଟକଣା କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଘୋଷଣା କରାଯାଇଛି । ମେ ୪ ତାରିଖ ଠାରୁ ଆରମ୍ଭ […]

Continue Reading