#ରାୟଗଡାରେ_ତୃତୀୟ_କରୋନା_ଆକ୍ରାନ୍ତ_ଚିହ୍ନଟ  

ରାୟଗଡାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

#ରାୟଗଡାରେ_ତୃତୀୟ_କରୋନା_ଆକ୍ରାନ୍ତ_ଚିହ୍ନଟ        ରାୟଗଡ଼ା : ( ଗୁରୁ ପ୍ରସାଦ ସାହୁ ) ରାୟଗଡ଼ା, କୁଜେନ୍ଦ୍ରୀ ପରେ ବିଷମକଟକରେ ଚିହ୍ନଟ ହୋଇଛନ୍ତି ଜିଲ୍ଲାର ତୃତୀୟ କରୋନା ଆକ୍ରାନ୍ତ। ସଂକ୍ରମିତ ୨୭ ବର୍ଷୀୟ ଯୁବତୀ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି। ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ଯାଇଥିବା ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଗତକାଲି ରାତିରେ ଯୁବତୀଙ୍କୁ ପାରଳାଖେମୁଣ୍ଡି କୋଭିଡ଼୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ପରିବାରର ୩ ସଦସ୍ୟଙ୍କୁ ହୋମ୍ କ୍ବାରାଣ୍ଟାଇନରେ ରଖାଯିବା ସହ ହେମଗିରି ସାହି ଅଞ୍ଚଳକୁ […]

Continue Reading