ରାସ୍ତା ଉପରେ ଚାଖୁଣ୍ଡାଗଛ, ସଡକ ପ୍ରଶସ୍ତୀକରଣ କାର୍ଯ୍ୟ ଅଧାପନ୍ତରିଆ

ରାସ୍ତା ଉପରେ ଚାଖୁଣ୍ଡାଗଛ, ସଡକ ପ୍ରଶସ୍ତୀକରଣ କାର୍ଯ୍ୟ ଅଧାପନ୍ତରିଆ

#ରାସ୍ତା_ଉପରେ_ଚାଖୁଣ୍ଡାଗଛ            କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ଜଂଟିଲୋ ରାଜସ୍ୱ ଗ୍ରାମର ଜେନାସାହି ବସ୍ତିକୁ ଥିବା ରାସ୍ତା ପ୍ରଶସ୍ତିକରଣରେ ବାଧା ସୃଷ୍ଟି ହୋଇଛି । ରାସ୍ତା ମଝିରେ ଚାଖୁଣ୍ଡାଗଛ ଥିବାରୁ ପ୍ରଶସ୍ତିକରଣ କାର୍ଯ୍ୟ ଅଧପନ୍ତରିଆଭାବେ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀମାନେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କଠାରେ ଅଭିଯୋଗ କରିବାସହ ରାସ୍ତା ଉପରେ ଥିବା ଗଛକୁ କାଟି ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିବେଦନ କରିଛନ୍ତି । ଗ୍ରାମବାସୀଙ୍କ ଦାବି ମୁତାବକ କେନ୍ଦ୍ରାପଡା […]

Continue Reading