ରାସନ କାର୍ଡ ନଥିବା ମହିଳା ଶ୍ରମିକଙ୍କୁ ସହାୟତା ପାଇଁ ଦାବି

ରାସନ କାର୍ଡ ନଥିବା ମହିଳା ଶ୍ରମିକଙ୍କୁ ସହାୟତା ପାଇଁ ଦାବି

#ରାସନ_କାର୍ଡ_ନଥିବା_ମହିଳା_ଶ୍ରମିକଙ୍କୁ_ସହାୟତା_ପାଇଁ_ଦାବି         କେନ୍ଦ୍ରାପଡା  :   କେନ୍ଦ୍ରାପଡା ପୈାରାଂଚଳ ଅଧିନ ୨୧ ନଂ ୱାର୍ଡରେ ରହୁଥିବା ମହିଳା ଶ୍ରମିକ ମାନଙ୍କୁ କୈାଣସି ଖାଦ୍ୟ ସାମଗ୍ରୀ ମିଳୁ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଏହି ମହିଳା ଶ୍ରମିକ ମାନଙ୍କର ରାସନ କାର୍ଡ ନଥିବାରୁ କୈାଣସି ରାସନ ସାମଗ୍ରୀ ମିଳୁନାହିଁ କରୋନା କଟକଣାରେ କାର୍ଡଧାରୀ ମାନଙ୍କୁ ସମସ୍ତ ସହଯୋଗ ମିଳୁଥିବା ବେଳେ କାର୍ଡ ନଥିବା ଓ କାମଧନ୍ଦା ନଥିବା ଏହି ଲୋକମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଏମାନଙ୍କୁ […]

Continue Reading