ରାସନ କାର୍ଡ ଆବେଦନ କାରୀଙ୍କୁ ମିଳୁନି କୈାଣସି ସହାୟତା

#ରାସନ_କାର୍ଡ_ଆବେଦନ_କାରୀଙ୍କୁ_ମିଳୁନି_କୈାଣସି_ସହାୟତା         କେନ୍ଦ୍ରାପଡା  :  ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ରାସନ କାର୍ଡ ଜରିଆରେ ଚାଉଳ, ଗହମ ପ୍ରଭୃତି ହିତାଧିକାରୀ ମାନଙ୍କୁ ମିଳୁଥିବା ବେଳେ କାର୍ଡ ପାଇନଥିବା ଅନେକ ଯୋଗ୍ୟ ହିତାଧିକାରୀ ଙ୍କୁ କୈାଣସି ଖାଦ୍ୟ ସାମଗ୍ରୀ ମିଳୁନଥିବା ଅଭିଯୋଗ ହୋଇଛି । ପୈାରାଞ୍ଚଳରେ ଥିବା ଏଭଳି ଅନେକ ପରିବାର ଭୋକ ଉପାସରେ ଦିନ କାଟୁଥିବା ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ରାସନ କାର୍ଡ […]

Continue Reading