ରାମ ଜନ୍ମଭୂମି ପରିସରରେ ଶିବଙ୍କ ରୁଦ୍ରାଭିଷେକ

ରାମ ଜନ୍ମଭୂମି ପରିସରରେ ଶିବଙ୍କ ରୁଦ୍ରାଭିଷେକ

#ରାମ_ଜନ୍ମଭୂମି_ପରିସରରେ_ଶିବଙ୍କ_ରୁଦ୍ରାଭିଷେକ          ଅଯୋଧ୍ୟା   :  ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି ପରିସରରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ ସହ ମନ୍ଦିର ନିର୍ମାଣ ପ୍ରକ୍ରିୟାର ଶାସ୍ତ୍ରୀୟ ଶୁଭାରମ୍ଭ କରାଯାଇଛି । ଭାଗବାନ ରାମ ପ୍ରତି ମହତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଭଗବାନ ଶିବଙ୍କ ଆରାଧନା କରୁଥିବାରୁ ସେହି ପରମ୍ପରା ଅନୁସାରେ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରଥମେ ରୁଦ୍ରାଭିଷେକ କରାଯାଇଛି ।ରାମ ଜନ୍ମଭୂମି ପରିସରରେ ଥିବା କୁବେର ଟିଲାସ୍ଥିତ ଶିବ ମନ୍ଦିରରେ ଏହି ରୁଦ୍ରାଭିଷେକ କରାଯାଇଛି । ଏଥିରେ ରାମ ମନ୍ଦିର […]

Continue Reading