କରୋନା ଭୟ: ରାଜ୍ୟ ସରକାର ଜାରିକଲେ ଆଡଭାଇଜରି

କରୋନା ଭୟ: ରାଜ୍ୟ ସରକାର ଜାରିକଲେ ଆଡଭାଇଜରି

#ରାଜ୍ୟ_ସରକାର_ଜାରିକଲେ_ଆଡଭାଇଜରି     ଭୁବନେଶ୍ୱର: କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ଆଜି ଓଡ଼ିଶା ସରକାର କର୍ମକ୍ଷେତ୍ର ପାଇଁ ପରାମର୍ଶ ଜାରି କରିଛନ୍ତି। ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବାକୁ ନିମ୍ନ ଲିଖିତ ବ୍ୟବସ୍ଥା କରାଯିବା ଉଚିତ ବୋଲି ଏଥିରେ ଦର୍ଶାଯାଇଛି। ୧. କର୍ମସ୍ଥଳୀ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ। ଏଠାରେ ଥିବା ସମସ୍ତ ଡେସ୍କ୍‌, ଟେବୁଲ, ଟେଲିଫୋନ୍‌ ଏବଂ କି’ବୋର୍ଡ ଆଦି ୭୦% ଆଲ୍‌କହଲ୍‌ ଥିବା ବିଶୋଧକରେ ପୋଛାଯିବା ଆବଶ୍ୟକ। ୨. କର୍ମଚାରୀମାନେ ନିୟମିତ ଭଲଭାବେ ହାତ ଧୋଇବା ଆବଶ୍ୟକ। […]

Continue Reading