ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ କୃଷି ବିଭାଗ ସହ ବୈଠକ

ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ କୃଷି ବିଭାଗ ସହ ବୈଠକ

#ରାଜ୍ୟ_ଯୋଜନାବୋର୍ଡ_ଉପାଧ୍ୟକ୍ଷଙ୍କ_କୃଷି_ବିଭାଗ_ସହ_ବୈଠକ             ଭୁବନେଶ୍ୱର :   ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ  ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ କରୋନା ମହାମାରୀ ଓ ଏହାର ପରବର୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ନିମନ୍ତେ କୃଷି ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସ୍ଥାନୀୟ କୃଷି ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପାରମ୍ପାରିକ କୃଷି, ଉଦ୍ୟାନ କୃଷି, ମିଲେଟ୍ ମିଶନ ଏବଂ ପ୍ରବାସରୁ ଆସିଥିବା ଶ୍ରମିକମାନଙ୍କୁ ମନରେଗା ମାଧ୍ୟମରେ କର୍ମନିଯୁକ୍ତି ସହିତ ବିପଣନ ବ୍ୟବସ୍ଥାକୁ କିଭଳି ଭାବରେ ସୁବ୍ୟବସ୍ଥିତ କରାଯାଇପାରିବ […]

Continue Reading