ରାଜ୍ୟର ସବୁଠୁ ଉତପ୍ତ ସହର ଭୁବନେଶ୍ବର, ତାପମାତ୍ରାରେ ୪୧.୫ ଡିଗ୍ରୀ

ରାଜ୍ୟର ସବୁଠୁ ଉତପ୍ତ ସହର ଭୁବନେଶ୍ବର, ତାପମାତ୍ରାରେ ୪୧.୫ ଡିଗ୍ରୀ

#ରାଜ୍ୟର_ସବୁଠୁ_ଉତପ୍ତ_ସହର_ଭୁବନେଶ୍ବର      ଭୁବନେଶ୍ୱର  : ସାରା ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ସୋମବାର ୧୨ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସବୁଠାରୁ ଉତପ୍ତ ସହର ରହିଥିଲା ରାଜଧାନୀ ଭୁବନେଶ୍ୱର ଓ ଟିଟିଲାଗଡ । ଉଭୟ ସହରର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟ ୧୨ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ଚାନ୍ଦବାଲି ୪୦.୭, କଟକ ୪୦.୧, ଅନୁଗୋଳ ୪୦.୭, ବାରିପଦା ୪୧, […]

Continue Reading