ରାଜ୍ୟର ବନ୍ଦର ଦେଇ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ପାଇଁ ଯୋଜନା

ରାଜ୍ୟର ବନ୍ଦର ଦେଇ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ ପାଇଁ ଯୋଜନା

#ରାଜ୍ୟର_ବନ୍ଦର_ଦେଇ_ସାମୁଦ୍ରିକ_ମତ୍ସ୍ୟ_ରପ୍ତାନୀ_ପାଇଁ_ଯୋଜନା               ଭୁବନେଶ୍ୱର    :    ରାଜ୍ୟର ବନ୍ଦରଗୁଡ଼ିକ ଦେଇ ବିଦେଶକୁ ସାମୁଦ୍ରିକ ମତ୍ସ୍ୟ ରପ୍ତାନୀ କରିବାକୁ ଯୋଜନା କରାଯାଉଛି । ଏ ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ । ଆଜି ଆୟୋଜିତ ରପ୍ତାନୀ ଉନ୍ନୟନ ବାଣିଜ୍ୟ ନିର୍ଦ୍ଦେଶାଳୟର ଏକ ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହା କହିଛନ୍ତି । ସେ ନିକଟରେ କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରି ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ […]

Continue Reading