ରାଜ୍ୟରେ ଶନି-ରବି ସଟଡାଉନ

ରାଜ୍ୟରେ ଶନି-ରବି ସଟଡାଉନ

#ରାଜ୍ୟରେ_ଶନି-ରବି_ସଟଡାଉନ         ଭୁବନେଶ୍ୱର   : ରାଜ୍ୟରେ ଜୁନ୍ ମାସ ପାଇଁ ସରକାର ଜାରି କରିଥିବା ସପ୍ତାହନ୍ତ ସଟ୍ଡାଉନ୍ କଟକଣାରେ ଆଂଶିକ ପରିବର୍ତନ କରାଯାଇଛି । ଏ ସଂକ୍ରାନ୍ତରେ ଏସଆରସି କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି । ସପ୍ତାହନ୍ତ ସଟଡାଉନ୍ କଟକଣାରୁ କିଛି କାର୍ଯ୍ୟକଳାପକୁ ବାଦ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଡାକ୍ତରୀ କିଂବା ଅନ୍ୟ କୌଣସି ସି ଜରୁରୀ କାର୍ଯ୍ୟରେ ଲୋକେ ଗମନାଗମନ କରି ପାରିବେ । ସେହିପରି ଏଟିଏମ୍, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ […]

Continue Reading