କରୋନା ମୁକାବିଲା ପାଇଁ ରାଜ୍ୟରେ ମହଜୁଦ ଅଛି ୯ ମାସର ଔଷଧ

କରୋନା ମୁକାବିଲା ପାଇଁ ରାଜ୍ୟରେ ମହଜୁଦ ଅଛି ୯ ମାସର ଔଷଧ

#ରାଜ୍ୟରେ_ମହଜୁଦ_ଅଛି_୯_ମାସର-ଔଷଧ        ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ୯ମାସର ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ରାଜ୍ୟ ସରକାର ପ୍ରସ୍ତୁତ ରଖିଛନ୍ତି। ଏବେ ସରକାରଙ୍କ ପାଖରେ ୫ମାସ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଉ ୪ମାସ ନିମନ୍ତେ ଔଷଧ ଓ ଚିକିତ୍ସିକ ଉପକରଣ ଆସନ୍ତାମାସ ଶେଷ ସୁଦ୍ଧା ମିଳିଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଆଜି ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି […]

Continue Reading