ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରବାସୀଙ୍କ ହାତରେ ବାଜିବ ଷ୍ଟାମ୍ପ

ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରବାସୀଙ୍କ ହାତରେ ବାଜିବ ଷ୍ଟାମ୍ପ

#ରାଜ୍ୟରେ_ପ୍ରବେଶ_ପୂର୍ବରୁ_ପ୍ରବାସୀଙ୍କ_ହାତରେ_ବାଜିବ_ଷ୍ଟାମ୍ପ                  ଭୁବନେଶ୍ୱର : ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। ସେମାନେ ଓ୍ବେବସାଇଟ ଜରିଆରେ  ପଞ୍ଜୀକରଣ କରୁଛନ୍ତି। ଆସୁଥିବା ଲୋକେ ରାସ୍ତାରେ ବା ଟ୍ରେନ୍‌ରେ ଆସିପାରନ୍ତି। ରାସ୍ତାରେ ଆସୁଥିଲେ ସେଠାର ଜିଲ୍ଲା ଅଧିକାରୀଙ୍କ ପାସ୍‌ ନେବାକୁ ପଡ଼ିବ। ଏ ନେଇ ଭାରତର ସବୁ ଜିଲା ଅଧିକାରୀଙ୍କୁ ତତ୍ପରତା ଦେଖିଇବାକୁ କୁହାଯାଇଛି। ୧୧ଟି ଚେକ୍‌ ପଏଣ୍ଟରେ ରାସ୍ତା ଦ୍ୱାରା ଲୋକେ ଓଡ଼ିଶାକୁ ପ୍ରବେଶ କରିପାରିବେ। ସବୁ ଚେକ୍‌ ପଏଣ୍ଟରେ ଓଡ଼ିଶାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ପ୍ରବାସୀ ଓଡ଼ିଆ […]

Continue Reading