ରାଜ୍ୟରେ ପୁଣି ୬ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ପୁଣି ୬ କରୋନା ପଜିଟିଭ୍ ଚିହ୍ନଟ

#ରାଜ୍ୟରେ_ପୁଣି_୬_କରୋନା_ପଜିଟିଭ୍_ଚିହ୍ନଟ             ଭୁବନେଶ୍ବର :   ରାଜ୍ୟରେ ପୁଣି ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ଯାଜପୁରର ବାସିନ୍ଦା ହୋଇଥିବା ବେଳେ ୨ଜଣ ଭଦ୍ରକର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାଫଳରେ ଯାଜପୁର ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବା ସହ ଭଦ୍ରକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ନୂଆ ୬ଜଣ […]

Continue Reading