ଗୋଟିଏ ଦିନରେ ୬ କରୋନା ଆକ୍ରାନ୍ତ, ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୭୫ ଛୁଇଁଲା

ଗୋଟିଏ ଦିନରେ ୬ କରୋନା ଆକ୍ରାନ୍ତ, ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୭୫ ଛୁଇଁଲା

#ରାଜ୍ୟରେ_ପଜିଟିଭଙ୍କ_ସଂଖ୍ୟା_୧୭୫_ଛୁଇଁଲା            ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର  ପୁଣି ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବାଲେଶ୍ୱରର ୩ ଜଣ ରହିଥିବା ବେଳେ କଟକ , ସୁନ୍ଦରଗଡ ଓ ଗଞ୍ଜାମର ଜଣେ ଲେଖାଏଁ ପଜିଟିଭ୍ ରହିଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ କିମ୍ବା ସୁରତ ଲିଙ୍କ୍ ରହିଛି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି ପାଇଛି । ମଙ୍ଗଳବାର ପୂର୍ବାହ୍ନରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ […]

Continue Reading