ରାଜିହେଲେ ଭାରତ-ଚୀନ, ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହେବ

ରାଜିହେଲେ ଭାରତ-ଚୀନ, ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହେବ

#ରାଜିହେଲେ_ଭାରତ-ଚୀନ,_ସମସ୍ତ ପ୍ରସଙ୍ଗର_ଶାନ୍ତିପୂର୍ଣ୍ଣ_ସମାଧାନ_ହେବ           ନୂଆଦିଲ୍ଲୀ  : ସାମରିକ ଏବଂ କୂଟନୈତିକ କାର୍ଯ୍ୟକଳାପ ମାଧ୍ୟମରେ ଭାରତ ଏବଂ ଚୀନ୍ ସୀମା ପ୍ରସଙ୍ଗର ସମାଧାନ ସହିତ ସମସ୍ତ ପ୍ରସଙ୍ଗର ସମାଧାନ ପାଇଁ  ରାଜି ହୋଇଛନ୍ତି । ଉଭୟ ପକ୍ଷର ସାମରିକ ଅଧିକାରୀମାନେ ପୂର୍ବ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଥିବା ଚୁସୁଲ-ମଲଦୋ ଠାରେ ଆଲୋଚନା କରିବାର ଗୋଟିଏ ଦିନ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶନିବାର  କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ନେତୃତ୍ୱରେ […]

Continue Reading