ହଟସ୍ପଟ୍ ଅଂଚଳରୁ ଆସୁଥିବାରୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

ରାଜଧାନୀରେ ଖୋଲିବ କେଉଁ ଦୋକାନ ସ୍ପଷ୍ଟ କଲେ ବିଏମସି କମିଶନର

#ରାଜଧାନୀରେ_ଖୋଲିବ_କେଉଁ_ଦୋକାନ              ଭୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱରରେ କପଡ଼ା ଦୋକାନ ଖୋଲିପାରିବ । କିନ୍ତୁ ଏହା ଆବାସିକ ଘରକୁ ଲାଗିଥିବା ଷ୍ଟଲ ହୋଇଥିବା ଦରକାର । ସେହିପରି ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡ଼ିକ ଖୋଲିପାରିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ସମସ୍ତ ଦୋକାନ ଖୋଲିପାରିବ । ସପିଂ ମଲ […]

Continue Reading